Nightingale and the Rose (Word meanings)

nest : ବସା
wondered : ଆଶ୍ଚର୍ଯ୍ୟ ହେଲେ
entire: ସମଗ୍ର
wretched: miserable (ଦୁଃଖପୂର୍ଣ୍ଣ)
passion: ଆବେଗ
pale: ମଳିନ
brow: କପାଳ
murmured: ଧୀରେ ଧୀରେ କହିଲା
lean: incline (ଆଉଜିବା)
my heart will break: my sorrow will know no end (ମୋ ହୃଦୟ ବିଦୀର୍ଣ୍ଣ ହେବ)
precious: valuable (ମୂଲ୍ୟବାନ୍)
emerald: ମୋତି
dearer: more costly (ଅଧିକ ମୂଲ୍ୟବାନ୍)
opal: ରତ୍ନପଥର
pearl: ମୁକ୍ତା
pomegranate: ଡାଳିମ୍ବ
weigh: measure (ମାପିବା)
in exchange of : ବଦଳରେ
string: ତାର
harp: ବୀଣା
violin: ବେହେଲା
stringed instruments: ବାଦ୍ୟଯନ୍ତ୍ର
lightly: ହାଲୁକା ଭାବରେ
gay: (here) beautiful (ସୁନ୍ଦର)
throng: ଘେରିଯିବେ
Flung: threw (ପକାଇଦେଲା)
buried: ଘୋଡ଼ାଇ ପକାଇଲା
wept: କାନ୍ଦିଲା
fluttering: ଡେଣା ଫଡ଼ଫଡ଼ କରି
sunbeam : ସୂର୍ଯ୍ୟାଲୋକ
ridiculous : ହାସ୍ୟାସ୍ପଦ
secret of sorrow: ଦୁଃଖର ରହସ୍ୟ
mystery of Love: ପ୍ରେମର ରହସ୍ୟ
wings: ଡେଣା
flight: ଉଡ଼ାଣ
soared: ଉର୍ଦ୍ଧ୍ୱଗାମୀ
spray: a small branch of a tree (ଗଛର ଏକ ଛୋଟ ଡାଳ)
beneath: ତଳେ
shook head- ମୁଣ୍ଡ ହଲାଇଲା (ମନା କଲା)
coral: ପ୍ରବାଳ
redder : ଅଧିକ ଲାଲ୍ 
Nipped: destroyed (ନଷ୍ଟ କରିଦେଲା)
bud: କଢ଼ି|କଢ଼
terrible: ଭୟଙ୍କର
dare: ସାହସ କରିବା
stain: paint (ରଙ୍ଗ କରିବା)
price: cost (ମୂଲ୍ୟ)
still: ତଥାପି
lying: ପଡ଼ିଥିଲା
whispered: ଆସ୍ତେ ଆସ୍ତେ କହିବା
lonely : ଏକୁଟିଆ
bubbling: ପାଣି ଫୁଟିବା ଶବ୍ଦ
stain: ବିଦ୍ଧ କରିବା
mightier: more powerful (ଅଧିକ ଶକ୍ତିଶାଳୀ)
heart’s blood: ହୃଦୟର ରକ୍ତ
honey: ମହୁ
pull: ଟାଣି ଆଣିବା
sacrifice: ବଳିଦାନ
fell asleep: ତ୍ୟାଗ କରିବା
heavens: ଆକାଶ
ebbed away: finished (ଶେଷ ହୋଇଗଲା)
marvellous: very beautiful ସୁନ୍ଦର 
petal: ପାଖୁଡ଼ା 
maid: ଝିଅ
delicate:ସୂକ୍ଷ୍ମ
flush: ଝଲକ
press: put pressure (ଚାପ ଦେବା)
bitter: ତୀବ୍ର
thorn: କଣ୍ଟା
Love ….. tomb : Love is deathless(ପ୍ରେମର ମୃତ୍ୟୁ ନାହିଁ)
fainter: ମୂର୍ଚ୍ଛିତ
choking: ରୁଦ୍ଧ ହୋଇଯିବା
ecstasy: great delight (ପରମ ଆନନ୍ଦ)
wonderful piece of luck! : ଭାଗ୍ୟର ଅପୂର୍ବ ଅଂଶ
leaned down : ତଳକୁ ଓହ୍ଲାଇଲା
plucked: ତୋଳିଲା
put on : wear (ପିନ୍ଧିବା)
frowned: ରାଗରେ ଗର୍ଜନ କଲା
Ungrateful: ଅକୃତଜ୍ଞ
cart-wheel: ଶଗଡ଼ ଚକ
rude: harsh 
Logic: ତର୍କଶାସ୍ତ୍ର
dusty: dirty (ମଇଳା)
Metaphysics: ଆଧ୍ୟାତ୍ମିକ ଶାସ୍ତ୍ର


Comments

Popular posts from this blog

On Examinations (Q&A)

Standing up for yourself (Question and answers)

Stopping by woods on a snowy evening (Questions & Answers)