The Portrait of a Lady (Word meanings)
wrinkled : କୁଞ୍ଚିତ ହୋଇଯାଇଥିଲେ pretty : attractive without being very beautiful (ଆକର୍ଷଣୀୟା) that believe: ବିଶ୍ଵାସ କରିବା କଷ୍ଟକର ଥିଲା portrait : photograph or painting of a person (ପ୍ରତିକୃତି) hung : ଝୁଲୁଥିଲା mantlepiece : a shelf (ଏକ ଥାକ) turban : ପଗଡ଼ି loose-fitting clothes : ଢିଲା ପୋଷାକ beard : ଦାଢ଼ି at least : ଅନ୍ତତଃ sort : kind (ପ୍ରକାର) as if : ସତେ ଯେମିତି lots and lots : ବହୁତ/ ଅନେକ revolting : (here) unbelievable (ଅବିଶ୍ୱାସ୍ୟ) quite : ସମ୍ପୂର୍ଣ୍ଣ ଭାବରେ absurd : not logical and sensible (ଉଦ୍ଭଟ) undignified : not respectable ( ସମ୍ମାନଯୋଗ୍ୟ ନୁହେଁ) treated : (here) considered (ବିଚାର କରୁଥିଲେ ) the Prophets : the Saints (ସାଧୁସନ୍ଥମାନେ ) slightly : a little (ଟିକିଏ) bent : ନଇଁ ଯାଇଥିଲେ criss-cross : ଛକି ଚିହ୍ନ terribly old : very old (ବହୁତ ବୁଢ଼ା) hobbled : walked awkwardly (କଷ୍ଟରେ ଚାଲୁଥିଲେ) spotless : a very clear (ଦାଗହୀନ) stoop : bend (ନଇଁ ପଡ଼ିବା) beads of rosary : ଜପାମାଳିର ମାଳି silver : white (ଧଳା) locks : କେଶରାଶି scattered : spread (ବିଛାଇ ହୋଇ ପଡ଼ିଥିଲା) untidily : ଅସଂଯତ ଭାବେ puckered : କୁଞ୍ଚ ...