Doctor's Word (Word meanings)
on his last legs : weak and likely to collapse(ଶେଷ ଅବସ୍ଥା)
obvious: clear(ପରିଷ୍କାର)
shirk: avoid (ଏଡ଼େଇବା)
ominous: inauspicious(ଅଶୁଭ)
association: companion
quick: fast
wavering: indecision, to be unable to take decision (ନିଷ୍ପତ୍ତି ନେଇ ନପାରିବା ଅବସ୍ଥା)
white washing: hiding somebody’s errors or unpleasant facts (ସତ୍ୟ ଲୁଚାଇବା)
bred: ପୋଷ୍ୟ
curt: short (ସଂକ୍ଷିପ୍ତ)
dope: hope (ଆଶା)
glimpsed: saw faintly
faintest: କ୍ଷୀଣତମ
sign: ଚିହ୍ନ
rolled up his sleeve: prepared to work (କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଉଥିଲେ )
stepped: arrived (ପହଞ୍ଚୁଥିଲେ)
truthfulness: ସତ୍ୟତା
reason: କାରଣ
opinion: ମତାମତ
valued: much attention is paid (ଗୁରୁତ୍ଵ ଦିଆଯାଉଥୁଲା )
mere : କେବଳ
pronounce a verdict: declaring a decision (ରାୟ ଘୋଷଣା କରିବା)
hung : ଝୁଲିବା
unduly: ଅଯଥା
agreeable words: pleasant words(ସୁଖକର କଥା)
arena: କାର୍ଯ୍ୟ କ୍ଷେତ୍ର
withdrew: retreated ( ପଛଘୁଞ୍ଚା ଦେଉଥିଲେ )
wrested: took violently from a person’s grasp (ଛଡ଼ାଇ ଆଣିବା)
the prize: (here) life of the patient (ପୁରସ୍କାର)
Yama: Hindu God of departed spirits (ଯମ),
soothing : comforting (ଆଶ୍ୱାସନାଭରା )
lies: falsehood (ମିଛ)
mopped: cleaned ( ସଫା କଲେ/ପୋଛିଲେ )
brow: forehead (କପାଳ)
kerchief: ରୁମାଲ୍
beside: ପାଖରେ
dearest: most intimate (ଅନ୍ତରଙ୍ଗ)
kindergarten days: ସ୍କୁଲ ଦିନରୁ
of course: ଅବଶ୍ୟ
wrapped: being busy ବ୍ୟସ୍ତ ରହିବା
dine: ଭୋଜନ
classic friendship: excellent friendship (ଉତ୍ତମ ବନ୍ଧୁତା)
untouched: ଅସ୍ପୃଶ୍ୟ
circumstances: ପରିସ୍ଥିତି
crowded: ଭିଡ଼
got up: ଉଠି ପଡିଲେ
youth: ଯୁବକ
shy: ଲାଜୁଆ
rushed off: ଶୀଘ୍ର ଗଲେ/ ଧାଇଁଗଲେ
lay: ଶଯ୍ୟା
as if in sleep: ଯେପରି ଶୋଇଛି
trouble: ଅସୁବିଧା
apologetic: କ୍ଷମାପ୍ରାର୍ଥନା କରିବା
miserable: sad (ଦୁଃଖ)
took off: removed (କାଢ଼ିନେଲେ)
sizzled: boiled (ଫୁଟାଇଲେ)
sterilizer: ନିରୂପଣ
shot in: ଗୁଳି ଚଳାଇଲା
on any account: ଯେକୌଣସି ହିସାବରେ
giddy: ଅସ୍ଥିର
sank down: ବୁଡ଼ିଗଲା
drug: medicine (ଔଷଧ )
essayed: tried (ଚେଷ୍ଟା କଲେ )
Snapped: କଥାରେ ବାଧା ଦେଲେ
gleamed: ଚିକ୍ଚିକ୍ କଲା
perspiration: sweat (ଝାଳ)
eyelids: ଆଖି ପତା ଗୁଡ଼ିକ
timidly: ଲାଜରେ
fatigue: tiredness (କ୍ଳାନ୍ତି)
famished: hungry (କ୍ଷୁଧା)
midday meal: ମଧ୍ୟାହ୍ନ ଭୋଜନ
bear: tolerate (ଧାରଣ କରିବା)
strain: ଯନ୍ତ୍ରଣା
stirred: moved (ହଲଚଲ ହେଲା)
slightly: a little (ଟିକିଏ/ସାମାନ୍ୟ)
overjoyed: ଅତ୍ୟଧିକ ଆନନ୍ଦିତ
exclaimed: ଚିତ୍କାର କଲା
enthusiastically: ଉତ୍ସାହର ସହିତ
pull through: recover from illness(ଆରୋଗ୍ୟ ହେବା)
whispered: said in a low voice (ଧୀର ସ୍ବରରେ କହିଲେ)
pulse: ନାଡ଼ି
trust: ବିଶ୍ବାସ କରିବା
flash-up: a sudden ray of hope (ଆଶାର ସଙ୍କେତ)
ruminated: ଚିନ୍ତା କଲେ
keep up: maintain (ରକ୍ଷା କଲେ)
relief: ରିଲିଫ୍
swarmed: ବହୁ ସଂଖ୍ୟାରେ
poured out: ଫୋପାଡ଼ିଦେଲା
gratitude: କୃତଜ୍ଞତା
felt restless: ଅଶାନ୍ତ ଅନୁଭବ କଲେ
evasive: avoiding a straight, honest answer (ଅପହଞ୍ଚ/ପରୋକ୍ଷ)
unbearable: ଅସହ୍ୟ
beckoned: called somebody by a movement of the hand (ଇଶାରା କରି ଡାକିଲେ )
excited: ଉତ୍ଫୁଲ୍ଲିତ
terror: ଆତଙ୍କରାଜ
clasped hands: ହାତ ଯୋଡ଼ିଲେ
implored: requested (ପ୍ରାର୍ଥନା କଲେ)
terrible: ଭୟଙ୍କର
wailing: bitter weeping (କାନ୍ଦଣା)
still: ନୀରବ
bewilderment : confusion (ଭ୍ରମ/ ଦ୍ୱନ୍ଦ)
securely: ଭଲ ଭାବରେ
shut off: ବନ୍ଦ କରିଦେଲେ
resumed his seat: ପୁଣିଥରେ ତାଙ୍କ ଆସନ ଗ୍ରହଣ କଲେ
exert: tire (କ୍ଳାନ୍ତ ହେବା)
whitewash: ମିଛ ଆଶ୍ୱାସନା ଦେବା
attached: (here) gave (ଦେଉଥିଲେ )
value: ମୂଲ୍ୟ
stole a look: ନଜର ଚୁରେଇଲେ
motioned: ଗତିଶୀଳ
last: survive (ବଞ୍ଚିବେ)
witness:ସାକ୍ଷୀ
idiotic: foolish (ନିର୍ବୋଧ )
drop: ବନ୍ଦ କରିଦେବା
clutched: ଜାବୁଡ଼ି ଧରିଲେ
wrist: ହାତଗୋଡ
unsettle: ଅସନ୍ତୁଷ୍ଟ
endless: ଅସରନ୍ତି
reflected: thought deeply (ଗଭୀରଭାବେ ଚିନ୍ତା କଲେ)
midnight :ମଧ୍ୟରାତ୍ରି
will: ଇଚ୍ଛାପତ୍ର
felt the pulse: ନାଡ଼ି ଚିପିଲେ : ଉତ୍ତେଜିତ ହେଲେ
agitated : ଉତ୍ତେଜିତ
deprecating: expressing disapproval (ବାରଣସୂଚକ)
mess: ଅପ୍ରୀତିକର ପରିସ୍ଥିତି|ବିଶୃଙ୍ଖଳା
virtually: ଆପାତତଃ
death sentence: ମୃତ୍ୟୁଦଣ୍ଡ
survival: ବଞ୍ଚିବା
got down: ଓହ୍ଲାଇଲେ
appealingly: ନିନ୍ଦା କଲେ
damned: ଦୋଷୀ
simulate: ଛଳନାତ୍ମକ ଭାବରେ
conceal: hide (ଲୁଚେଇବା)
judgement: ବିଚାର/ରାୟ
stooped over: ଆଉଜି ପଡ଼ିଲା
deliberate: intentional (ଇଚ୍ଛାକୃତ)
emphasis: stress (ଗୁରୁତ୍ଵ)
absolutely: ସମ୍ପୂର୍ଣ୍ଣ ଭାବରେ
glow: ଆଲୋକ
suffused: spread slowly slowly over(chamaka/ଖୁସି ଖେଳିଗଲା)
soundly: ଆରାମରେ
for a moment : ମୁହୂର୍ତ୍ତକ ପାଇଁ
collapse:ଭୁଶୁଡ଼ିବା
struggle: ସଂଘର୍ଷ
made a dash: ତରତର ହେଇ ଆସିଲେ
awake: ଜାଗ୍ରତ
bet on it: ଏହା ଉପରେ ବାଜି ଲଗାନ୍ତୁ
turned the comer: ଅସୁସ୍ଥତା ର ଗୁରୁତର ଅବସ୍ଥାକୁ ଅତିକ୍ରମ କରିଯିବା
puzzle: ଦ୍ୱନ୍ଦ, ପ୍ରହେଳିକା
Comments
Post a Comment